ମାଲକାନାଗିରି : ମାଓ ସଙ୍ଗଠନରେ ବଡ ପରିବର୍ତ୍ତନ ହୋଇଛି । ହିଡମାଙ୍କୁ ଦାୟିତ୍ୱ ରୁ ହଟେଇଲା ମାଓ ସଙ୍ଗଠନ । ହିଡମାଙ୍କୁ ସିସିଏମ ପଦରୁ ହଟାଯାଇଥିବା ସୂଚନା ମିଳିଛି । ଝଧାଡଖଥଣ୍ଡର ମାଓନେତା ପତିରାମ ମାଝିଙ୍କୁ ଦାୟିତ୍ୱ ଦିଆଯାଇଛି । ୫୪ ବର୍ଷୀୟ ପତିରାସଙ୍କୁ କେନ୍ଦ୍ରୀୟ କମିଟିରେ ସାମିଲ ଅଛନ୍ତି । ପତିରାମଙ୍କ ସମେତ ୧୨ ଜଣଙ୍କୁ ନୂତନ ସିସିଏମ ଦାୟିତ୍ୱ ଦିଆଯାଇଛି । ସଙ୍ଗଠନ ଉପରେ ବଢୁଥିବା ପୁଲିସର ଚାପ ଯୋଗୁଁ ନିଷ୍ପତ୍ତି ନିଆଯାଇଛି ।










