ଭୁବନେଶ୍ୱର: ଆଇଏଏସ ସ୍ତରରେ ଅଦଳ ବଦଳ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛିା ଜାରି ବିଜ୍ଞପ୍ତି ଅନୁସାରେ ..
୧. ମିତା ଆର. ଲୋଚନ- ଥିଲେ ଯୁବ ବ୍ୟାପାର ବିଭାଗ ସଚିବ ହେଲେ- ଜାତୀୟ ପଛୁଆ ବର୍ଗ କମିଶନ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
୨. କେ ମୋସେସ ଚାଲାଇ- ଥିଲେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ – ହେଲେ- ସାର୍ବଜନୀନ ଉଦ୍ୟୋଗ ବିଭାଗ, ଅର୍ଥ ମନ୍ତ୍ରଣାଳୟ
୩. ମନୋଜ ଗୋଭିଲ- ଥିଲେ ବ୍ୟୟ ବିଭାଗ ସଚିବ –ହେଲେ- ଅର୍ଥ ମନ୍ତ୍ରଣାଳୟର ସଚିବ
୪. ବନ୍ଦନା ଗୁଣ୍ଣାଇ- ଥିଲେ ସଚିବ – ହେଲେ – କ୍ୟାବିନେଟ ସଚିବାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ସଚିବ
୫. ରଞ୍ଜିତ ପୁନ୍ହାନି – ଥିଲେ ସଚିବ- ହେଲେ – ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ
୬. ଆଶିଷ ଶ୍ରୀବାସ୍ତବ- ଥିଲେ ପରାମର୍ଶଦାତା –ହେଲେ- ଆନ୍ତଃରାଜ୍ୟ ପରିଷଦ ସଚିବାଳୟ, ଗୃହ ମନ୍ତ୍ରଣାଳୟର ସଚିବ
୭. ବୁମଲୁଙ୍ଗମାଙ୍ଗ ବୁଆଲନାମ-ଥିଲେ ସଚିବ –ହେଲେ- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗର ସଚିବ
୮. ନିକୁଞ୍ଜ ବିହାରୀ ଧଳ- ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ
୯. ଶ୍ରୀ ରାକେଶ କୁମାର ବର୍ମା-ଥିଲେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ, ଜଳ ଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ- ହେଲେ-ଭାରତ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟର ମହାନିର୍ଦ୍ଦେଶକ ଭାବରେ ଭାରତ ସରକାରଙ୍କ ସଚିବ ପଦ ଏବଂ ଦରମାରେ ଭାରତ ନିର୍ବାଚନ କମିଶନରେ ମହାନିର୍ଦ୍ଦେଶକ
୧୦. ଅନୁରାଧା ଠାକୁର –ଥିଲେ ଅତିରିକ୍ତ ସଚିବ – ହେଲେ-ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର
୧୧. ରାଜେଶ ଅଗ୍ରୱାଲ- ଥିଲେ ଅତିରିକ୍ତ ସଚିବ – ହେଲେ- ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ
୧୨. ଅରବିନ୍ଦ ଶ୍ରୀବାସ୍ତବ-ଥିଲେ ଅତିରିକ୍ତ ସଚିବ- ହେଲେ- ରାଜସ୍ୱ ବିଭାଗ, ଅର୍ଥ ମନ୍ତ୍ରଣାଳୟର ସଚିବ
୧୩. ବିବେକ ଅଗ୍ରୱାଲ-ଥିଲେ ଅତିରିକ୍ତ ସଚିବ, ରାଜସ୍ୱ ବିଭାଗ- ହେଲେ- ଅର୍ଥ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟର ସଚିବ
୧୪. ସନ୍ତୋଷ କୁମାର ଷଡଙ୍ଗୀ- ଥିଲେ- ମହାନିର୍ଦ୍ଦେଶକ, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ -ହେଲେ- ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସଚିବ
୧୫. ପଲ୍ଲଭୀ ଜେନ ଗୋଭିଲ-ଥିଲେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ହାଇଡ୍ରୋକାର୍ବନ ମହାନିର୍ଦ୍ଦେଶକ–ହେଲେ- ଯୁବ ବ୍ୟାପାର ବିଭାଗ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସଚିବ
୧୬. ନିଧି ଛିବେର-ଥିଲେ ଅତିରିକ୍ତ ସଚିବ- ହେଲେ- ନୀତି ଆୟୋଗ ଭାରତ ସରକାରଙ୍କ ସଚିବ ପଦ ଏବଂ ଦରମାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ
୧୭. ଶମୀର କୁମାର ସିଂହା-ଥିଲେ ଅତିରିକ୍ତ ସଚିବ- ହେଲେ- ମହାନିର୍ଦ୍ଦେଶକ (ଅଧିଗ୍ରହଣ), ପ୍ରତିରକ୍ଷା ବିଭାଗର ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
୧୮. ହରି ରଞ୍ଜନ ରାଓ-ଥିଲେ ଅତିରିକ୍ତ ସଚିବ, – ହେଲେ- କ୍ରୀଡ଼ା ବିଭାଗ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ