28.1 C
Bhubaneswar
Sunday, June 30, 2024
Homeଓଡିଶାବଦଳିବ ମେକ ଇନ ଓଡ଼ିଶା ନାଁ !

ବଦଳିବ ମେକ ଇନ ଓଡ଼ିଶା ନାଁ !

ଭୁବନେଶ୍ୱର : ରାଜ୍ୟରେ ଏବେ ବିଜେପି ସରକାର । ଆଉ ବିଜେଡି ସରକାର ଆରମ୍ଭ କରିଥିବା ମେକ ଇନ ଓଡ଼ିଶା ନାଁ ଏବେ ବଦଳିପାରେ ବୋଲି କୁହାଯାଉଛି । କାରଣ ଏନେଇ ଶିଳ୍ପମନ୍ତ୍ରୀ ଇସାରା ଦେଇଛନ୍ତି । ମେକ ଇନ ଓଡ଼ିଶା ସ୍ଥାନରେ ଏଣିକି ଉତ୍କଳ ଇନଭେଷ୍ଟ ସମିଟ ହେବ । ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଥିବା ଶିଳ୍ପମନ୍ତ୍ରୀ କହିଛନ୍ତି । ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ଅଢେଇ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଣିବାକୁ ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking