15.1 C
Bhubaneswar
Thursday, December 11, 2025
Homeଓଡିଶାସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଦ୍ୟାଳୟ: ସିଂହଦେଓ

ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଦ୍ୟାଳୟ: ସିଂହଦେଓ

ଭୁବନେଶ୍ୱର: ସମ୍ବଲପୁରରେ ଖୋଲିବ କେନ୍ଦ୍ରୀୟ କୃଷି ବିଦ୍ୟାଳୟ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂଣ୍ଣ ବୈଠକ ବସିଥିଲା । କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ସୃଷ୍ଟି କରିବ । ଉତ୍ପାଦ ବୃଦ୍ଧି ଓ ଲାଭଦାୟକ କୃଷି ପ୍ରଣାଳୀ ବିକାଶରେ ସହାୟକ ହେବ । କୃଷି ଗବେଷଣାକୁ ଆଗକୁ ବଢାଇବା ସହ ଚାଷୀଙ୍କୁ ସଶକ୍ତ କରିବ କହିଛନ୍ତି କେଭି ସିଂହଦେଓ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking