ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ୨୩ ତାରିଖରେ ହେବ । ଜନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ଜମଶୁଣାଣି ପୋର୍ଟାଲ ମାଧ୍ୟମରେ ଜଞ୍ଜିକରଣ ହେବ । ସର୍ବାଧିକ ୧୦୦୦ ଦରଖାସ୍ତକାରୀଙ୍କ ହେବ ଶୁଣାଣି ।