21.1 C
Bhubaneswar
Monday, December 8, 2025
Homeଓଡିଶାଗଣତିମଣତି: ୩ ମାସ ଭିତରେ ଆରମ୍ଭ ସମ୍ଭାବନା

ଗଣତିମଣତି: ୩ ମାସ ଭିତରେ ଆରମ୍ଭ ସମ୍ଭାବନା

ଭୁବନେଶ୍ୱର: ରତ୍ନଭଣ୍ଡାର ମରାମତି କାମ ସମ୍ପୁଣ୍ଣ ହୋଇସାରିଛି । କିନ୍ତୁ ଗଣତିମଣତି ଲାଗି ଟିକିଏ ସମୟ ଲାଗିବ । ଗଣତି କାଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡାଯାଇଛି ।  ସେଠାରୁ ସମ୍ମତି ମିଳିଲେ କାଯ୍ୟ ଆରମ୍ଭ ହେବ । ତଥାପି ଆଗାମୀ ୩ ମାସ ଭିତରେ ଆରମ୍ଭ ସମ୍ଭାବନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking