24.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଜନଗଣନା ଗେଜେଟ ବିଜ୍ଞପ୍ତି ଜାରି

ଜନଗଣନା ଗେଜେଟ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି । ୨୦୨୭ ଜନଗଣନା ପାଇଁ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ଦେଶରେ ୨ଟି ପଯ୍ୟାୟରେ ହେବ ଜନଗଣନା । ୨୦୨୬ ଅକ୍ଟୋବର ୧ରେ ପ୍ରଥମ ପଯ୍ୟାୟ ହେବ । ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପଯ୍ୟାୟ ଜନଗଣନା ହେବ । ଏହି ପ୍ରକ୍ରିୟା ପାଇଁ ୩୪ ଲକ୍ଷ ଗଣନାକାରୀ ଏବଂ ୧.୩ ଲକ୍ଷ ପଯ୍ୟବେକ୍ଷକ ଜନଗଣନଆ କାଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ । ଗୃହ ମନ୍ତ୍ରଣାଳୟ କହିଛି ଯେ ଜନଗଣନା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ ଯେଉଁଠାରେ ଲୋକମାନଙ୍କୁ ସ୍ୱୟଂ-ଗଣନାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ। ଜନଗଣନା ସହ ଜାତି ଜନଗଣନା ମଧ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking