34.1 C
Bhubaneswar
Monday, February 23, 2026
Homeଓଡିଶା୮୩ ଥାନାରେ କାମ କରୁନି ସିସିଟିଭି: ମୁଖ୍ୟମନ୍ତ୍ରୀ

୮୩ ଥାନାରେ କାମ କରୁନି ସିସିଟିଭି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୮୩ଟି ଥାନାରେ କାମ କରୁନି ସିସିଟିଭି । ଏନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ୭୦୬ ଥାନା ଅଛି , ୬୨୩ ଥାନାରେ ସିସିଟିଭି ଲାଗିଛି । ଭୁବନେଶ୍ୱରରେ ୨ଟି ଥାନାରେ କାମ କରୁନି ସିସିଟିଭି । କଟକର ୩ ଥାନାରେ ସିସିଟିଭି ଅଚଳ, ଥାନାରେ ଲାଗିନି । ୫୫୩ ଥାନାରେ ଅପେକ୍ଷା ଗୃହ ରହିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking