17.1 C
Bhubaneswar
Sunday, December 7, 2025
Homeଓଡିଶାଜେଇଇ ମେନ୍‌ ଆବେଦନ ପାଇଁ ସମସ୍ତ ସ୍କୁଲକୁ ସିବିଏସ୍‌ଇ ଦେଲା ଏହି ନିର୍ଦ୍ଦେଶ

ଜେଇଇ ମେନ୍‌ ଆବେଦନ ପାଇଁ ସମସ୍ତ ସ୍କୁଲକୁ ସିବିଏସ୍‌ଇ ଦେଲା ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆବେଦନ ପାଇଁ ପାଇଁ ସମସ୍ତ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପଞ୍ଜୀକରଣ ନମ୍ବର ପ୍ରଦାନ କର । ଏପରି ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) । ସିବିଏସ୍‌ଇ ପକ୍ଷରୁ ସମସ୍ତ ଅନୁବନ୍ଧିତ ସ୍କୁଲକୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ଜେଇଇ ମେନ୍‌-୨୦୨୬ ଆବେଦନ ପାଇଁ ଯେଉଁ ପିଲାମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ପଞ୍ଜୀକରଣ ପ୍ରଦାନ କରନ୍ତୁ । ଅନେକ ପିଲା ପଞ୍ଜୀକରଣ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ପିଲା ସମସ୍ୟାକୁ ଆଖି ଆଗରେ ରଖି ସିବିଏସ୍‌ଇ ପକ୍ଷରୁ ସମସ୍ତ ସ୍କୁଲକୁ ଚିଠି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking