30.1 C
Bhubaneswar
Wednesday, February 11, 2026
Homeଓଡିଶାବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ ଚାଲିଛି । ସକାଳ  ୭ଟାରୁ ଚାଲିଛି ମାରାଥନ ରେଡ । ସିବିଆଇର ୮ ଜଣିଆ ଟିମ କରୁଛନ୍ତି ପଚରାଉଚରା । ବ୍ରିଜ ଆଣ୍ଡ ରୁଫ କମ୍ପାନିକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ ।  ହେଲେ ଏନେଇ ମୁହଁ ଖୋଲିଛନ୍ତି ବିଷ୍ଣୁପଦ । କହିଛନ୍ତି ମୋ ନାଁରେ କୈଣସି ଏଫଆଇଆର ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛର ସହ କାମ କରିଛି । ଚଞ୍ଚଲ ମୁଖାର୍ଜୀଙ୍କ ସହ  କୌଣସି ସମ୍ପର୍କ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking