21.1 C
Bhubaneswar
Saturday, February 14, 2026
Homeଓଡିଶାଖାଦ୍ୟ ଯୋଗାଣ ଠିକାଦାର ଘରେ  ସିବିଆଇ

ଖାଦ୍ୟ ଯୋଗାଣ ଠିକାଦାର ଘରେ  ସିବିଆଇ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ଠିକାଦାର ଜି.ସତ୍ୟାନାରାୟଣଙ୍କ ଘରେ ସିବିଆଇ ରେଡ କରିଛି ।  ବରଗଡ ଅତାବିରା ପରମାନପୂର ଗାଁ ସ୍ଥିତ ଘରେ ରେଡ ଚାଲିଛି । ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର ଅଭିଯୋଗରେ ରେଡ ଚାଲିଛି । ପରିବାରର ଜଣେ ସଦସ୍ୟଙ୍କୁ ଉଠାଇ ନେଇ ସିବିଆଇର ପଚରାଉଚରା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking