28.1 C
Bhubaneswar
Monday, May 5, 2025
Homeଓଡିଶାପୁଣି ସିବିଆଇ ତଦନ୍ତ ଦାବି

ପୁଣି ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ନବ ଦାସଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ତଦନ୍ତ ଦାବି କରିଥିଲେ । ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ସାନି ତଦନ୍ତ କରିଥିଲା । କ୍ରାଇମ୍‌ବ୍ରାଞ୍ଚର ସାନି ତଦନ୍ତକୁ ବି ପାଖାପାଖି ମାସେ ହେଲାଣି । ତଦନ୍ତରୁ କ’ଣ ମିଳିଲା ତାହା ଏଯାଏଁ କୋର୍ଟରେ ଦାଖଲ ହୋଇନି । ଏହି ସମୟରେ ବର୍ତ୍ତମାନ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପୁଣି ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ବିଶାଳ । ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛୁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛୁ । ଯାହା କହିବା କଥା ଆମେ ସବୁ ମୁଖ୍ୟମନ୍ତ୍ରୀଙ୍କୁ କହିଛୁ । ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking