28.1 C
Bhubaneswar
Monday, June 9, 2025
Homeଓଡିଶାଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କଲା ସିବିଆଇ

ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଇଡି ଡେପୁଟି ଡାଇରେକ୍ଟରଙ୍କୁ ମହଙ୍ଗା ପଡିଲା ଲାଞ୍ଚ ନେବା । ଗିରଫ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ । ତାଙ୍କୁ ଗିରଫ କରିଛି ସିବିଆଇ । ଗତକାଲିଠାରୁ ତାଙ୍କୁ ୧୨ ଘଣ୍ଟା ଧରି ଜେରା ଚାଲିଥିଲା । ଆଜି କ୍ୟାପିଟାଲ ହସ୍ପିଟାଲରେ  ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚିନ୍ତ ରଘୁବଂଶୀଙ୍କୁ  ଗିରଫ କରିଛି ସିବିଆଇ । ଖଣି ମାମଲା ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ  ତାଙ୍କୁ ମାଡି ବସିଥିଲା ସିବିଆଇ । ଏଥିପାଇଁ ୫୦ ଲକ୍ଷର ଡିଲ ହୋଇଥିଲା ।  ଏ ବାବଦରେ ସିବିଆଇ , ଇଡି ପକ୍ଷରୁ କୌଣସି  ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking