14.1 C
Bhubaneswar
Monday, December 8, 2025
Homeଓଡିଶାନଈ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁ ପଲ

ନଈ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁ ପଲ

କଟକ: ହଠାତ୍ ନଦୀରେ ମାଡ଼ି ଆସିଲା ପାଣି । ନଈ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁ ପଲ । କଟକ ତ୍ରିଶୁଳିଆ ନିକଟରେ ଘଟିଛି ଏଭଳି ଘଟଣା । ହଠାତ୍‌ କାଠଯୋଡ଼ି ନଦୀରେ ପାଣି ବଢ଼ି ଯିବାରୁ ଫସି ଯାଇଛନ୍ତି ଗୋରୁ ପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଗୋରୁପଲ ଫସି ରହିଥିବାର ଖବର ସାମ୍ନାକୁ ଆସିଛି ।ଚରିବାକୁ ଯାଉଥିବାବେଳେ ୨୦ରୁ ଅଧିକ ଗାଈ ପଲ କାଠଯୋଡ଼ି ମଧ୍ୟରେ ଫସି ଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏବେ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking