27.1 C
Bhubaneswar
Monday, December 8, 2025
Homeଓଡିଶାଭଦ୍ରକରେ ଗୋରୁ ଗାଡ଼ି ଜବତ

ଭଦ୍ରକରେ ଗୋରୁ ଗାଡ଼ି ଜବତ

ଭଦ୍ରକ: ବେଆଇନ  ଗୋରୁ ଚାଲାଣ  ହେଉଥିବା  ଗୋରୁ  ବୋଝେଇ  ଗାଡି  ଭଙ୍ଗାରୁଜା କରିଛନ୍ତି ଲୋକେ ।  ସେହି ଗାଡିରୁ ୧୧  ଗୋରୁ ଉଦ୍ଧାର ହୋଇଛନ୍ତି । ଗ୍ରାମାଞ୍ଚଳ ଥାନା ନିକଟ ଚାନ୍ଦିଆ ବାଲୁଅ ଛକ  ନିକଟରେ ଏଭଳି ଘଟଣା ଘଟିଛି ।  ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର  ହୋଇଯାଇଛନ୍ତି ।  ଘଟଣାସ୍ଥଳରେ ଚାପା ଉତ୍ତେଜନା ଥିବାରୁ   ଗ୍ରାମାଞ୍ଚଳ ପୁଲିସ ମୁତୟନ ହୋଇଛନ୍ତି । ଗୋଟିଏ ଗାଡିରେ  ୧୨ଟି  ଗୋରୁ ବୋଝେଇ  ହୋଇ  ଆନନ୍ଦପୁରରୁ  ଭଦ୍ରକ ଆସୁଥିବା ବେଳେ ସ୍ଥାନୀୟ ଲୋକମାନେ  ଖବର ପାଇ ଗାଡିକି ପିଛା କରିଥିଲେ ।  ତାପରେ  ବାଲୁଅ ଛକ ନିକଟରେ  ଲୋକେ  ଗାଡିକୁ ଅଟକାଇବା ସହ  ଗାଡିକୁ ଭଙ୍ଗାରୁଜା କରିଥିବା ଜଣାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking