27.1 C
Bhubaneswar
Wednesday, April 9, 2025
Homeଓଡିଶାବବି ଦାସଙ୍କ  ଭାଇଙ୍କ ନାଁରେ  ମାମଲା

ବବି ଦାସଙ୍କ  ଭାଇଙ୍କ ନାଁରେ  ମାମଲା

ଯାଜପୁର : ବବି ଦାସଙ୍କ ଭାଇ ଭବ ଦାସଙ୍କ ନାଁରେ  ମାମଲା ରୁଜୁ ହୋଇଛି । ଯାଜପୁର ଟାଉନ ଥାନାରେ  ୪ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି ।ବିଏନଏସ ୧୧୫ (୨) , ୨୯୬ , ୩ (୫) , ୩୦୩ (୨) , ୩୨୪ (୪)ରେ ମାମଲା ରୁଜୁ ହୋଇଛି ।
ବିରଜା ହାଟରେ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ  ମାମଲା ରୁଜୁ କରାଯାଇଛି ।ଜଣେ ପରିବା ବ୍ୟବସାୟୀଙ୍କୁ ଧମକ ଦେବା, ତାଙ୍କ ପରିବାପତ୍ର ନଷ୍ଟ କରିଦେବା ତଥା ମାଡ଼ ମାରିବା ଅଭିଯୋଗରେ ଭବ ଓ ତାଙ୍କର ୧୭ ଜଣ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking