15.1 C
Bhubaneswar
Saturday, December 6, 2025
Homeଓଡିଶାବବି ଦାସଙ୍କ ନାଁରେ ମାମଲା

ବବି ଦାସଙ୍କ ନାଁରେ ମାମଲା

ନୂଆପଡା: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା  ରହିଛି । ବିଏନଏସ ୧୨୬, (୨), ୨୯୬, ୧୧୫(୨), ୩୫୧ (୨) ଇ ୩ (୫) ଧାରାରେ ମାମଲା ରୁଜୁ ହୋଇଛି । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ମାଡ ମାରିଥିବାର ଅଭିୁଯୋଗ ହୋଇଛି । ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ବିଜେପିରେ କାହିଁକି ବୁଲୁଛ କହି ମାଡ ମାରିଥିବାର ଅଭିଯୋଗ ହୋଇଛି । ଏନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

https://www.youtube.com/watch?v=H8RXeofS22A

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking