19.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ରକ୍‌କୁ ପଛକୁୁ ପିଟିଲା କାର୍‌: ୩ ମୃତ

ଟ୍ରକ୍‌କୁ ପଛକୁୁ ପିଟିଲା କାର୍‌: ୩ ମୃତ

ସମ୍ବଲପୁର: ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ପଛକୁୁ ପୁଟିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଟିଛି । ଧନୁପାଲି ଥାନା ଏନଏଚ୍ – ୫୫ ନକ୍ସପାଲି ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ, ମୃତ ସମସ୍ତେ ସମ୍ବଲପୁରର ବାସିନ୍ଦା ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ୨ ଜଣଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାସେଠାରେ ଚିକିତ୍ସାଧୀନ ଅବସ୍ଥାରେଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking