18.1 C
Bhubaneswar
Monday, January 12, 2026
Homeଓଡିଶାକେନାଲକୁ ଓଲଟିଲା କାର୍‌: ଅଲ୍ପକେ ବର୍ତ୍ତିଲେ ଚାଳକ

କେନାଲକୁ ଓଲଟିଲା କାର୍‌: ଅଲ୍ପକେ ବର୍ତ୍ତିଲେ ଚାଳକ

କଟକ: କଟକରେ ସଡକ ଦୁର୍ଘଟଣା । କେନାଲକୁ ଓଲଟିଲା କାର୍‌ । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଚାଲାକ । ଘନ କୁହୁଡିରେ ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଏହି ଦୁର୍ଘଟଣା ଘଟିଛିଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଘନ କୁହୁଡିରେ ଭାରସାମ୍ୟ ହରାଇ କାର୍‌ଟି କେନାଲକୁ ଖସି ପଡିଥିଲା । ଡ଼୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ତାନୀୟ ଲୋକେ । ସୂଚନାମୁତାବକ ବିଳମ୍ବିତ ରାତିରେ ଲଳିତଗିରିରୁ ଭୁବନେଶ୍ୱର ଯାଉଥିବା ସମୟରେ ଲେଖନପୁର ବାଜରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ଜପକୁଦ ଫାଣ୍ଡି ଅଧିକାରୀ ଭିଷ୍ମ ଚରଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking