14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଆପାର୍ଟମେଣ୍ଟର ପ୍ରଥମ ମହଲାରୁ ଖସିଲା କାର - ଭିଡିଓ ଭାଇରାଲ

ଆପାର୍ଟମେଣ୍ଟର ପ୍ରଥମ ମହଲାରୁ ଖସିଲା କାର – ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୁଣେରେ ଥିବା ଏକ ଆପାର୍ଟମେଣ୍ଟର ପାର୍କିଂ କମ୍ପ୍ଲେକ୍ସର ପ୍ରଥମ ମହଲାରୁ ଖସିପଡିଥିବା କାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିମନଗରର ଶୁଭା ଆପାର୍ଟମେଣ୍ଟର ପାର୍କିଂ କମ୍ପ୍ଲେକ୍ସରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏ ହୋଇଛି ଏହି ଦୃଶ୍ୟ ଦେଖିଲା ପରେ ସମସ୍ତଙ୍କୁ ଚକିତ କରିଦେବ। ଡ୍ରାଇଭର ଗାଡିଟି ନିୟନ୍ତ୍ରଣ ହରାଇବା ପରେ କାରଟି ପ୍ରଥମ ମହଲା ପାର୍କିଂ ଅଞ୍ଚଳରୁ ଖସିପଡିଥିଲା। ଭିଡିଓରେ ଗାଡିଟି ପାର୍କିଂ ସ୍ଥାନ ର କାନ୍ଥ ଭାଙ୍ଗି ତଳେ ପଡ଼ି ଭାଙ୍ଗି ଯାଇଥିଲା । ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଗାଡିଟି ତଳେ ପଡ଼ିଯିବା ପରେ ଜୋରରେ ଶବ୍ଦ ହୋଇଥିଲା। ଏହି ସମୟରେ, ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ପାର୍କିଂ ସଂରଚନାର କାନ୍ଥର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking