31.1 C
Bhubaneswar
Friday, February 13, 2026
Homeଓଡିଶାଦୋକାନକୁ ମାଡିଗଲା କାର : ୨ ମୃତ

ଦୋକାନକୁ ମାଡିଗଲା କାର : ୨ ମୃତ

ନୟାଗଡ : ରାସ୍ତାକଡ ଦୋକାନରେ କାର ପଶିଯିବାରୁ ଘଟଣାସ୍ଥଳରେ  ୨ ଜଣଙ୍କ ମୃତ୍ୟୁ  ହୋଇଛି । ଇଟାମାଟି ଥାନା  ଅଞ୍ଚଳରେ ମର୍ମନ୍ତୁଦ  ଦୁର୍ଘଟଣା  ଘଟିଛି । କାରରେ ଥିବା ଜଣେ ବ୍ୟକ୍ତି  ଓ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ  କାର ଡ୍ରାଇଭର ଫେରାର ଅଛି । । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking