32.1 C
Bhubaneswar
Thursday, March 26, 2026
Homeଓଡିଶାଗ୍ୟାସ ଟ୍ୟାଙ୍କର ସହ କାର୍ ଧକ୍କା: ଜଣେ ମୃତ

ଗ୍ୟାସ ଟ୍ୟାଙ୍କର ସହ କାର୍ ଧକ୍କା: ଜଣେ ମୃତ

ପାରାଦୀପ: ଗ୍ୟାସ ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣାରେ କାର୍ ଚାଳକଙ୍କର ମୃତ୍ୟୁ ଘଟିଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ବ୍ୟାଙ୍କ ଛକ ନିକଟରେ। ମୃତକ ହେଲେ ସ୍ଥାନୀୟ ଜଗତି ଗ୍ରାମର ପ୍ରଜ୍ଞା ପ୍ରକାଶ ପତି। ଟ୍ୟାଙ୍କର ପାରାଦୀପ ଅଭିମୁଖେ ଯାଉଥିବା ବେଳେ କାର୍‌ଟି କଟକ ଅଭିମୁଖେ ଆସୁଥିଲା।ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ମେଡିକାଲକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking