ନୂଆଦିଲ୍ଲୀ : ଗାଡି ଦୁର୍ଘଟଣାରେ ୪ ଯବାନ ସହିଦ ହୋଇଛନ୍ତି । ଜାମ୍ମୁକାଶ୍ମୀରରେ ଯବାନଙ୍କ ଗାଡି ଦୁର୍ଘଟଣାରେ ୪ ଯବାନଙ୍କ ସହିଦ । ସୂଚନାମୁତାବକ, ବାନ୍ଦିପରୋରାରେ ଗାଡି ଓଲଟି ପଡିବାରୁ ଏଭଳି ଦୁର୍ଘଟଣା ଘଟିଛି । ୪ ଯବାନ ସହିଦ ହୋଇଥିବାବେଳେ ୩ ଯବାନ ଗୁରୁତର ଥିବା ସୂଚନା । ଯବାନଙ୍କୁ ନେଇ ଯାଉଥିବା ସେନା ଟ୍ରକ ଟି ବାନ୍ଦିପରୋରାରେ ନିୟନ୍ତ୍ରଣ ହରାଇଥିଲା । ପରେ ଟ୍ରକଟି ପାହାଡରୁ ଖସି ପଡିଥିଲା ।










