ଜୟପାଟଣା: କାର୍ ଓ ବାଇକ୍ ମୁହାଁମୁହିଁ । ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍ । କାର୍ରେ ଥିବା ଜଣେ ଶିଶୁ ଓ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଠେଲକୋମୁଣ୍ଡା ବାମ କେନାଲକୁ ଖସିଥିଲା କାର୍ । ଝିଅ ଦେଖିବାକୁ ଯାଇ କାର୍ରେ ଫେରିଥିଲେ ପରିବାର । ନୂଆଗାଁରୁ ଫେରିବା ସମୟରେ ଦୁର୍ଘଟଣାଟି ଘଟିଛି । କେନାଲରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ।ସକାଳ ୯ଟାରୁ ଦିନ ୩ଟା ଯାଏଁ ଟ୍ରାଫିକ୍ ସମସ୍ୟା ସମ୍ଭାବନା ରହିଛି ।