15.1 C
Bhubaneswar
Saturday, December 6, 2025
Homeଓଡିଶାକ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ

କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ

ଭୁବନେଶ୍ୱର: କ୍ୟାପିଟାଲ ଥାନା  ଘେରିଲା ଅଟୋ  ଚାଳକ ସଂଘ । କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ । ରାଜମହଲରୁ ଏଜି ଛକ ଯାଏ  ରାସ୍ତା ସମ୍ପୁର୍ଣ୍ଣ ଜାମ ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି ।  କିଛିଦିନ ତଳେ ଅନଲାଇନ  ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣଙ୍କୁ ମାଡ ହୋଇଥିଲା ।ଷ୍ଟେସନ ଅଟୋ ଚାଳକ ସଙ୍ଘର କିଛି ପିଲା ମାଡ ମାରିଥିବା ଅଭିଯୋଗ ଥିଲା । କାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଦୋଷୀଙ୍କୁ ଗିରଫ ଲକରି ନିର୍ଦ୍ଦୋଷକୁ ଗିରଫ ଅଭିଯୋଗ ହୋଇଛି । ପ୍ରତିବାଦରେ କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଙ୍ଘର  ଘେରାଉ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking