ଭୁବନେଶ୍ୱର: ହୋଲିରେ ରାଜଧାନୀରେ ଦୁଇଦୁଇଟି ହତ୍ୟାକାଣ୍ଡ ଘଟିଛି । ସହିଦନଗର ଓ ମଞ୍ଚେଶ୍ୱରରେ ଯୁବକଙ୍କୁ ହତ୍ୟା କରାଯାଇଛି । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଯୁବକଙ୍କୁ ଛୁରାମାଡ ହୋଇଛି । ମଞ୍ଚେଶ୍ୱର ଥାନା ଚକେଇସିଆଣିରେ ଯୁବକଙ୍କ ତଣ୍ଟି କାଟି ଦେଇଛନ୍ତି । ପୂର୍ୱ ଶତ୍ରୁତାକୁ କେନ୍ଦ୍ର କରି ୨ଟି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।