19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଶସ୍ତା ହେବ କ୍ୟାନସର,ମଧୁମେହ ଔଷଧ

ଶସ୍ତା ହେବ କ୍ୟାନସର,ମଧୁମେହ ଔଷଧ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା । ୭ଟି ଦୁର୍ଲଭ ରୋଗର ଔଷଧ ହେବ ଶସ୍ତା । ମୋବାଇଲ, ମାଇକ୍ରୋ ଓଭେନ ଶସ୍ତା ହେବ । କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ବାୟୋ – ସିଏନଜି ଗ୍ୟାସ ଶସ୍ତା ହେବ । ସୌର ଚାଳିତ ବସ୍ତୁ, ସି-ଫୁଡ ଶସ୍ତା ହେବ । କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । ଚମଡାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ । ମଦ ମହଙ୍ଗା ହେବ ।

ଶସ୍ତା ହେବ ବିଦେଶ ଯାତ୍ରା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking