ଶସ୍ତା ହେବ ବିଦେଶ ଯାତ୍ରା

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ବିଦେଶରେ ଶିକ୍ଷା ଓ ମେଡିକାଲ କ୍ଷେତ୍ରରେ ଟିସିଏସ ହ୍ରାସ ହୋଇଛି । ୫ ପ୍ରତିଶତରୁ ୨ ପ୍ରତିଶତକୁ ଟିସିଏସ ହ୍ରାସ ନେଇ ଘୋଷଣା କରାଯାଇଛି । ୨୦୨୬- ୨୭ରେ ଜିଡିପିର ବିତ୍ତୀୟ … Continue reading ଶସ୍ତା ହେବ ବିଦେଶ ଯାତ୍ରା