26.1 C
Bhubaneswar
Sunday, October 6, 2024
Homeଓଡିଶାପିଜିଟି ଲିଖିତ ପରୀକ୍ଷା ବାତିଲ୍‌

ପିଜିଟି ଲିଖିତ ପରୀକ୍ଷା ବାତିଲ୍‌

ଭୁବନେଶ୍ୱର : ପିଜିଟି ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ । ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍ କଲା ଓପିଏସସି ।  ପଦାର୍ଥ ବିଜ୍ଞାନ, ଗଣିତ,ଓଡିଆ ପଦବୀ ପାଇଁ ପରୀକ୍ଷା ବାତିଲ୍ । ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ । ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କଲେ ଓପିଏସସି ସଂପାଦକ । ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷ ହେବ । ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking