18.1 C
Bhubaneswar
Thursday, February 5, 2026
Homeଓଡିଶାସମବାୟ ସମ୍ପାଦକଙ୍କ କ୍ୟାଡର ଗଠନ ହେବ: ମନ୍ତ୍ରୀ

ସମବାୟ ସମ୍ପାଦକଙ୍କ କ୍ୟାଡର ଗଠନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ସମବାୟ ସମିତି ସମ୍ପାଦକଙ୍କର ହେବ  କ୍ୟାଡର ଗଠନ । ଏନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ । କ୍ୟାଡର ଗଠନ ପରେ ସମ୍ପାଦକଙ୍କର ବଦଳି ହେବ । ରାଜ୍ୟରେ ୫୨୪୨ ଟି ସେବା ସମବାୟ ସମିତି ରହିଛି ।  ସମବାୟ ସମିତିକୁ ଦୁର୍ନୀତିମୁକ୍ତ କରିବାକୁ ଯୋଜନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking