18.1 C
Bhubaneswar
Thursday, December 18, 2025
Homeଓଡିଶାପ୍ରତି ଜିଲ୍ଲାରୁ ପୁରୀକୁ ଆସିବ ବସ: ମନ୍ତ୍ରୀ

ପ୍ରତି ଜିଲ୍ଲାରୁ ପୁରୀକୁ ଆସିବ ବସ: ମନ୍ତ୍ରୀ

ପୁରୀ: ରଥଯାତ୍ରା ପାଇଁ ପ୍ରତି ଜିଲ୍ଲାରୁ ପୁରୀକୁ ଆସିବ ବସ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି ।  ୨୮ ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି । ୨ ଶହ ଅଟୋ ମାଗଣା ସେବା  ଯୋଗାଇବେ ।  ମାଗଣା ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଘରୋଇ ବସ ଚଢା ଦର କଲେ କାଯ୍ୟାନୁଷ୍ଠାନ ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking