34.1 C
Bhubaneswar
Thursday, March 26, 2026
Homeଓଡିଶାବସ୍-ଟ୍ରକ୍ ଧକ୍କା: ଜଣେ ମୃତ, ୨୦ ଆହତ

ବସ୍-ଟ୍ରକ୍ ଧକ୍କା: ଜଣେ ମୃତ, ୨୦ ଆହତ

ଯାଜପୁର: ଯାଜପୁର ଏନଏଚ୍ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳୁ ଏକ ଟ୍ରକ ଏବଂ ମୁହାଁମୁହିଁ ଧକ୍କା ହୋଇଚନ୍ତି। ,ଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳେ ରାଜା ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ଵର ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ୨୦ ଜଣ ଆହତ ହୋଇଥିବା ଜଣାପଡିଛି। ପରେ ଖବର ପାଇ ପୁଲିସ୍ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking