18.1 C
Bhubaneswar
Thursday, February 5, 2026
Homeଓଡିଶାଏନଏଚରେ ଓଲଟି ପଡିଲା ବସ୍‌: ୭ ଆହତ

ଏନଏଚରେ ଓଲଟି ପଡିଲା ବସ୍‌: ୭ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ଠାରେ ଓଲଟିଲା ଯାତ୍ରୀବାହୀ ବସ । ବସଟିରେ ପ୍ରାୟ ୫୦ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୭ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବସଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking