21.1 C
Bhubaneswar
Sunday, December 21, 2025
Homeଓଡିଶାପୁରୀରୁ ୫ ଧାର୍ମିକ ସ୍ଥଳକୁ ଗଡିଲା ବସ

ପୁରୀରୁ ୫ ଧାର୍ମିକ ସ୍ଥଳକୁ ଗଡିଲା ବସ

ପୁରୀ: ପୁରୀରୁ ୫ ଧାର୍ମିକ ଓ ପଯ୍ୟଟନ ସ୍ଥଳକୁ  ଗଡିଲା ସୁପର ପ୍ରିମିୟର ବସ । ତିରୁପତି, ଅଯୋଧ୍ୟା , ଉଜ୍ଜୟିନୀ , ହାଇଦ୍ରାବାଦ ଓ ଭିଲାଇକୁ ଗଡିବ ବସ ।  କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ  ପାଇଁ ୧ ଟଙ୍କା ଲାଗୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking