31.1 C
Bhubaneswar
Saturday, February 7, 2026
Homeଓଡିଶାପୋଲକୁ ଖସିଲା ବସ୍‌: ୧୦ ଗୁରୁତର

ପୋଲକୁ ଖସିଲା ବସ୍‌: ୧୦ ଗୁରୁତର

ଭୁବନେଶ୍ୱର: ସୁବର୍ଣ୍ଣପୁରର ବିନିକାରେ ସଡକ ଦୁର୍ଘଟଣା। ସୁବର୍ଣ୍ଣପୁରର ବିନିକାରେ ମଙ୍ଗଳବାର ଭୋର ସମୟରେ ସିଙ୍ଗିଜୁବା ବ୍ରିଜ ଉପରୁ ଯାତ୍ରୀବାହୀ ବସ୍ ଖସି ପଡ଼ିଛି। ଏଥିରେ ପ୍ରାୟ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ ବସ୍‌ଟି ଭୁବନେଶ୍ୱରରୁ ସୁବର୍ଣ୍ଣପୁର ଯାଉଥିବା ବେଳେ ବ୍ୟାରିକେଡ୍‌ କାନ୍ଥରେ ପିଟି ହେବା ପରେ ସେତୁରୁ ଖସି ପଡ଼ିଥିଲା। ସୂଚନା ପାଇ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ବସ୍‌ରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking