15.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶବସ୍ ଦୁର୍ଘଟଣା :  ୫ ମୃତ

ବସ୍ ଦୁର୍ଘଟଣା :  ୫ ମୃତ

ଉତ୍ତରପ୍ରଦେଶ : ପାର୍କିଂରେ ଥିବା ଟ୍ରକକୁ  ବସ ପିଟି  ୫ ଜଣଙ୍କ ମୃତ୍ୟୁ ହୋଇଛି  । ଦୁର୍ଘଟଣାଟି ଫିରୋଜାବାଦ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ଘଟିଛି । ବସଟି  ମଥୁରାରୁ ଲକ୍ଷ୍ମୌ ଆସୁଥିଲା ।  ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ । କିଛି ଆହତ ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking