25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକୁନି ଝିଅକୁ ଜୀବନ୍ତ ସମାଧି

କୁନି ଝିଅକୁ ଜୀବନ୍ତ ସମାଧି

ମଧ୍ୟପ୍ରଦେଶ: କୁନି ଝିଅକୁ ଜୀବନ୍ତ ସମାଧି । ବ୍ରେନ୍‌ ଟ୍ୟୁମର୍‌ରେ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ବାପା ମା ନେଇଛନ୍ତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବର୍ଷା ଓ ପିୟୁଷଙ୍କ ଝିଅ ବ୍ରେନ ଟ୍ୟୁମର୍‌ରେ ଅସୁସ୍ଥ ହେବା ପରେ ଦୀର୍ଘଦିନ ହେବ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତଥାପି ସ୍ବାସ୍ଥ୍ୟବସ୍ଥାର କୌଣସି ଉନ୍ନତି ନଦେଖାଯିବା ପରେ ଦିନକୁ ଦିନ ବିଗୁଡୁଥିଲା । ଜୈନ ଧର୍ମ ଗୁରୁଙ୍କ ସହ ପରାମର୍ଶ ଲୋଡି ଶେଷରେ ଝିଅକୁ ସମାଧି ଦେଇଛନ୍ତି ବାପା ମା । ଜୈନ ଧର୍ମରେ ସନ୍ଥାର ଏକ ପ୍ରକିୟା ରହିଛି । ମନ୍ତ୍ର ଉଚ୍ଚାରଣ ଓ ବିଧିବିଧାନ ପରେ ସମାଧି ଦିଆଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking