25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଜଳିଗଲା ବସ ; ୨୫ ଜୀବନ୍ତ ଦଗ୍ଧ

ଜଳିଗଲା ବସ ; ୨୫ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ମଙ୍ଗଳବାର ବ୍ୟାଂକକରେ ଘଟିଛି ଏକ ଭୟଙ୍କର ଘଟଣା । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍‌ରେ ନିଆଁ ଲାଗି ଯାଇ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକାରୀ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଏହି ସୂଚନା ମିଳିଛି । ବସ୍‌ରେ ପ୍ରାୟ ୪୪ ଜଣ ଯାତ୍ରା କରୁଥିଲେ ଓ ସମସ୍ତେ ମଧ୍ୟ ଉଥାଇ ବ୍ୟାଂକକ ସ୍କୁଲକୁ ଯିବା ପାଇଁ ବସ୍‌ରେ ଯାଉଥିଲେ । ସେହି ସମୟରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା । ରାସ୍ତାରେ ବସ୍‌ଟିରେ ନିଆଁ ଲାଗି ଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖାଯାଇଛି। ଉଦ୍ଧାରକାରୀ ଦଳଙ୍କ କହିବାନୁଯାୟୀ, ଟାୟାର ଫାଟିବା ପରେ ରାସ୍ତାରେ ଓଭରଟେକ୍‌ କରିବା ସମୟରେ ଧକ୍କା ହେବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking