24.1 C
Bhubaneswar
Sunday, March 9, 2025
Homeଦେଶ ବିଦେଶବଜେଟ: ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

ବଜେଟ: ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

ନୂଆଦିଲ୍ଲୀ :୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରି ଓ ବେତନ ଭୋଗୀ ଙ୍କୁ ଆୟକର ଦେବାକୁ ପଡ଼ିବନି ।୧୨ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀ ଓ ବେତନ ଭୋଗୀ ଙ୍କୁ ଆୟାକର ଦେବାକୁ ପଡ଼ିବ। ୧୨ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀ ଓ ବେତନଭୋଗୀଙ୍କୁ ଆୟକର ଦେବାକୁ ପଡ଼ିବନି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆୟକର ଛାଡ଼ ନେଇ ବଡ଼ ଘୋଷଣା କରିଛନ୍ତି । ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ ଘୋଷଣା ରହିଛି । ୧୨ ଲକ୍ଷ ଟଙ୍କା  ଆୟ ପଯ୍ୟନ୍ତ ଦେବାକୁ ପଡିବନି ଆୟକର ।

ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆୟକର ଛାଡ଼ ନେଇ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ନେଇ ଘୋଷଣା କରିଛନ୍ତି । କ୍ୟାପିଟାଲ ଗେନ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ନେଇ ଘୋଷଣା କରାଯାଇଛି । କ୍ୟାପିଟାଲ ଗେନ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି । ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଟିକସ ରହିଛି । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଟିକସ ରହିଛି । ୨୪ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ ପ୍ରତିଶତ ରହିଛି । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ ।୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଟଙ୍କା ବଞ୍ଚିବ ।

୧ . ୦ରୁ ୪ ଲକ୍ଷ – ଆୟକର ନାହିଁ
୨. ୪ରୁ ୮ ଲକ୍ଷ – ୫ ପ୍ରତିଶତ ଟିକସ
୩. ୮ରୁ ୧୨ ଲକ୍ଷ- ୧୦ ପ୍ରତିଶତ ଟିକସ
୪. ୧୨ରୁ ୧୬ ଲକ୍ଷ – ୧୫ ପ୍ରତିଶତ ଟିକସ
୪.୧୨ରୁ ୧୬ ଲକ୍ଷ- ୧୫ ପ୍ରତିଶତ ଟିକସ
୫.୧୬ରୁ ୨୦ ଲକ୍ଷ – ୨୦ ପ୍ରତିଶତ ଟିକସ
୬.୨୦ ରୁ ୨୪ ଲକ୍ଷ ୨୫ ପ୍ରତିଶତ ଟିକସ
୭. ୨୫ ଲକ୍ଷରୁ ଅଧିକ ୩୦ ପ୍ରତିଶତ ଟିକସ
୮ . ବେତନଭୋଗୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking