ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କେଉଁ କେଉଁ ଜିନିଷ ଶସ୍ତା ହେବ ତାହାର ତଥ୍ୟ ମଧ୍ୟ ରଖିଛନ୍ତି । ଏଲଇଡି ଟିଭି ଉପରୁ କର ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଛଡ଼ା ଇଭିରେ ବ୍ୟବହାର ହେଉଥିବା … Continue reading ବଜେଟ: ଶସ୍ତା ହେବ ଏହି ଜିନିଷ
Copy and paste this URL into your WordPress site to embed
Copy and paste this code into your site to embed