28.1 C
Bhubaneswar
Saturday, July 19, 2025
Homeଦେଶ ବିଦେଶବଜେଟ ୨୦୨୫: ଭାରତ ହେବ ଖେଳନାର ଗ୍ଲାବାଲ ହବ

ବଜେଟ ୨୦୨୫: ଭାରତ ହେବ ଖେଳନାର ଗ୍ଲାବାଲ ହବ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୩.୦ ରେ ଆସିବ ପ୍ରଥମ ବଜେଟ । ଦିନ ୧୧ ଟା ବେଳେ ସଂସଦରେ  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  ୨୦୨୫ -୨୬  ଆର୍ଥିକ ବର୍ଷ ପାଇଁ   ଲଗାତାର ଅଷ୍ଟମ ଥର ପାଇଁ ବଜେଟ  ଉପସ୍ଥାପନା କରିଛନ୍ତି  । ବଜେଟ ଉସ୍ଥାପନ ପୂର୍ୱରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ମିଳିଛି ।  ଅମିତ ଶାହ , ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ବଜେଟ ୨୦୨୫ ନୂଆ ଯୋଜନାରେ  କପା ଉତ୍ପାଦନ ମିଶନ ଘୋଷଣା କରାଯାଇଛି । କପା ଉତ୍ପାଦନ ପାଇଁ ୫ ବର୍ଷୀୟ ଯୋଜନା ରହିଛି । ଭାରତ ହେବ ଖେଳନାର ଗ୍ଲାବାଲ ହବ । ଖେଳନା ପାଇଁ ରାଷ୍ଟ୍ରୀୟ ଯୋଜନା କରାଯିବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking