ନୂଆଦିଲ୍ଲୀ :ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କେଉଁ କେଉଁ ଜିନିଷ ଶସ୍ତା ହେବ ତାହାର ତଥ୍ୟ ମଧ୍ୟ ରଖିଛନ୍ତି ।
ଏହି ସବୁ ଜିନିଷ ହେଲା ଶସ୍ତା
ଟିଭି
ମୋବାଇଲ
ମୋବାଇଲ ବ୍ୟାଟେରୀ
ବୁଣାକାର କପଡା
ମେଡିକାଲ ଉପକରଣ ସାମଗ୍ରୀ
ବ୍ୟାଟେରୀ କାର
ଏଲଇଡି , ଏଲସିଡି ଟିଭି
ଲିଥିୟମ ଆୟନ ବ୍ୟାଟେରୀ
କପଡା , ଜୋତା , ବେଲ୍ଟ , ପର୍ସ
ଲେଦର ଜ୍ୟାକେଟ
ବୈଦ୍ୟୁତିକ ଉପକରଣ
ସାମୁଦ୍ରିକ ଉତ୍ପାଦରେ କଷ୍ଟମ ଡ୍ୟୁଟି ହ୍ରାସ
କଷ୍ଟମ ଡ୍ୟୁଟି ୩୦ରୁ ଖସି ୫ ପ୍ରତିଶତ ହେଲା
ଫ୍ରୋଜନ ଫିସ ଫେଷ୍ଟରେ କଷ୍ଟମ ଡ୍ୟୁଟି ହ୍ରାସ
ଏହି ସବୁ ଜିନିଷ ହେଲା ମହଙ୍ଗା
ପ୍ଲେଟ ପ୍ୟାନେଲ ଡିସପ୍ଲେ
ଫେବ୍ରିକ
ଟିଭି ଡିସପ୍ଲେ










