29.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

୨୦୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ନୂଆଦିଲ୍ଲୀ :ମୁମ୍ବାଇ  ଏନସିବିକୁ ବଡ ସଫଳତା । ଜବତ କଲା ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ।  ଏଥିସହିତ  ୪ ଜଣଙ୍କୁ  ଗିରଫ କରିଛି ଏନସିବି ।  ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଭିନ୍ନ ଭିନ୍ନ ପ୍ରକାରର ବ୍ରାଉନସୁଗାର ଜବତ କରିଛି । ନସିବି ଯେତେବେଳେ ତଦନ୍ତ ଆଗକୁ ବଢାଇଲା ସେତେବେବେଳେ ଜଣାପଡିଲା ଯେ ଏହାଠାରୁ ଅଧିକ ପାର୍ସଲ ମୁମ୍ବାଇରେ ଲୁଚି ଅଛି । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, କାରବାର କରୁଥିବା ଅଭିଯୁକ୍ତମାନେ କିଏ କାହାକୁ ଜାଣନ୍ତି ନାହିଁ ।  ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି ।  ଏନସିବି ସୁତ୍ର ଅନୁସାରେ ଏନସିବି ୧୧.୫୪୦ କିଲୋଗ୍ରାମ ହାଇ କ୍ବାଲିଟ୍‌ କୋକିନ୍‌ , ୪.୯ କିଲୋଗ୍ରାମ  ହାଇବ୍ରିଡ୍ ସ୍ଟ୍ରେନ ହାଇଡ୍ରୋପୋନିକ  ଚରସ, ୨୦୦ ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking