26.1 C
Bhubaneswar
Sunday, December 7, 2025
Homeଓଡିଶା୧୫ ଲକ୍ଷର ବ୍ରାଉନସୁଗାର ଜବତ: ୪ ଗିରଫ

୧୫ ଲକ୍ଷର ବ୍ରାଉନସୁଗାର ଜବତ: ୪ ଗିରଫ

ପୁରୀ: ୧୫୧ ଗ୍ରାମ୍ ବ୍ରାଉନସୁଗର ଜବତ କରାଯାଇଛି । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ନେଇ ସୂଚନା ମିଳିଛି । ପିପିଲି ଥାନା ନିଜିଗଡ କୁଳକୀରେ ଚଢାଉ କରି ଜବତ କଲା ପୋଲିସ । ୬ ଲକ୍ଷ ଟଙ୍କା ସହ ୭ଟି ଫୋନ୍‌, କାର, ବୁଲେଟ୍ ଓ ୨ଟି ବାଇକ୍ ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking