20.1 C
Bhubaneswar
Saturday, February 14, 2026
Homeଓଡିଶାଯାଜପୁରରେ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଯାଜପୁରରେ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ରେ ବ୍ରାଉନସୁଗାର ସ୍ୱତତ୍ର ରାକେଟ ବେପାର ଚାଲିଛି lଜିଲ୍ଲାର ବିଭିନ୍ନ ସ୍ଥାନ ରେ ବ୍ରାଉନ ସୁଗାର ବିକ୍ରି ଚାଲିଛି lପ୍ରେତ୍ୟକ ମାସ ରେ ଅବକାରୀ ଓ ପୋଲିସ ବିଭାଗ ଦ୍ୱରା ବ୍ରାଉନ ସୁଗାର ବିଭିନ୍ନ ଅଂଚଳ ରୁ ଜବଦ କରାଯାଉଛି l ଏହି କାରବାର ଥମି ବା ରେ ନା ଧରୁ ନାହଁ l ଏହି ରାକେଟ ର ମାଷ୍ଟର ମାଇଣ୍ଡି କୁ ଧରିବା ରେ ଅବକାରୀ ବିଭାଗ ସଫଳ ହେଉ ନାହିଁ l ଯୁବ ପିଢ଼ି ମାନେ ବ୍ରାଉନ ସୁଗାର ପାନ କରି କମ ବୟସ ରେ ରୋଗା ଗ୍ରସ୍ତ ହୋଇ ମୃତ୍ୟୁ ମୁଖ ରେ ପଡୁଛନ୍ତି ଏହି ଜିଲ୍ଲା ରେ ବ୍ରାଉନ ସୁଗାର ବେପlର ଦିନ ଦିନ କୁ ଦିନ ବୃଦ୍ଧି ପାଉଛି l ଅବକାରୀ ପୋଲିସ ବିଭାଗ ଏହି କାରବାର କୁ ରୋକିବାରେ ସଫଳ ହେଉ ନାହିଁ ଜିଲ୍ଲା ର ବିଭିନ୍ନ ସ୍ଥାନ ମାନଙ୍କ ରେ ବ୍ରlଉନସୁଗାର ବେପାରୀ ମାନେ ସେମାନଙ୍କ କଳା ସମ୍ବ୍ରlର୍ଯ୍ୟ ବିସ୍ତାର କରି ଚାଲିଛନ୍ତି ଏହି ରାକେଟ ର ମୁଖ୍ୟ ନାୟକ କୁ ଧରିବା ରେ ବିଫଳ ହେଉଛନ୍ତl ଏହା ନେଇ ଅବକାରୀ ପୋଲିସ ବିଭାଗ ର ମୁଣ୍ଡ ବ୍ୟଥା ସାଜିଛି ଏବେ ବ୍ରାଉନ ସୁଗାର ଧରା ପଡିଛି ଯାଜପୁର ରୋଡ ସହର ରେ l କୌଣସି ଏକ ବିଶେଷ ସୂତ୍ର ରୁ ଖବର ପାଇ ଡୋଲୀପୁର ଅବକାରୀ ବିଭାଗ ର ଏକ ଟିମ ସଦଳବଳେ ଚଢ଼ାଉ କରି ଯାଜପୁର ରୋଡ ସାପଗାଡ଼ିଆ ଠାରେ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ସୁର ଦାସ ଙ୍କ ପୁତ୍ର ରାଜୁ ଦାସ ନାମକ ଜଣେ ଯୁବକ କୁ ଗିରଫ କରିବା ସହ ତା ଠାରୁ ୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ.ଅଭିଯୁକ୍ତ କୁ କେଶ ନମ୍ବର ୧୮୬/୨୦୨୫ ରେ କୋର୍ଟ ଚାଲାଣ କରାଯିବା ସହିତ ଏହି ଚଢ଼ାଉ ଆଗକୁ ଜୋରଦାର କରାଯିବା ନେଇ ଅବକାରୀ ଅଧିକାରୀ ବିଭୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।.ଏହି ଚଢ଼ାଉ ରେ ରଶ୍ମିରେଖା ଜେନା, ଚଗଲା ମଲିକ ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking