ଭୁବନେଶ୍ୱର: ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ଡେଡ୍ଲାଇନା ଜାରି ହୋଇଛି । ସୀମା ପୁନର୍ଗଠନ ଡେଡ୍ଲାଇନ ୩୦ ଜୁନ୍ । ଜିଲ୍ଲା, ସବଡିଭିଜନ, ତହସିଲ, ରାଜସ୍ୱ ଗ୍ରାମ, ୟୁଏଲବିର ହେବ ସୀମା ପୁନର୍ଗଠନ । ଆଗାମୀ ଜନଗଣନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।