29.1 C
Bhubaneswar
Saturday, March 14, 2026
Homeଓଡିଶାକନ୍ଧମାଳରେ ହାଡ଼ ଭଙ୍ଗା ଶୀତ

କନ୍ଧମାଳରେ ହାଡ଼ ଭଙ୍ଗା ଶୀତ

କନ୍ଧମାଳ: କନ୍ଧମାଳରେ ହାଡ଼ ଭଙ୍ଗା ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ପାରଦ ତଳମୁଁହା ହେବା ସହ ଅସମ୍ଭାଳ ଶୀତ ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଚାଲୁଛି। ।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ି ୬ ଓ ଜି ଉଦୟଗିରି ୪.୩ଡିଗ୍ରୀ ତାପମାତ୍ରା ରହୁଛି l ଲୋକେ ସ୍ଥାନେ ସ୍ଥାନେ ନିଆଁର ସାହାରା ନେଉଥିବାର ଦେଖିବାକୁ ମିଳୁଛି l ଅନ୍ୟପଟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking