27.1 C
Bhubaneswar
Sunday, July 27, 2025
Homeଓଡିଶାପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ଗାଁର ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଲଗାତାର ତିନିଟି ଵୋମା ମାଡ କରିଛି ଦୁର୍ବୃତ୍ତ । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଘରର ଝରକା କବାଟ ଭାଙ୍ଗି ଯିବା ସହ ଝରକା କାଚ ଭାଙ୍ଗି ନଷ୍ଟ ହୋଇ ଯାଇଛି। ବାଙ୍କୀ ଆଇଆଇସି ଓ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking