26.1 C
Bhubaneswar
Friday, June 27, 2025
Homeଦେଶ ବିଦେଶବିମାନକୁ ବୋମା ଧମକ: ଫେରିଗଲା ଜର୍ମାନୀ ଫ୍ଲାଇଟ

ବିମାନକୁ ବୋମା ଧମକ: ଫେରିଗଲା ଜର୍ମାନୀ ଫ୍ଲାଇଟ

ନୂଆଦିଲ୍ଲୀ: ବୋମା ଧମକ, ୟୁ-ଟର୍ଣ୍ଣ ନେଲା ବିମାନ । ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନ ୟୁ-ଟର୍ଣ୍ଣ କରି ଜର୍ମାନୀ ଫେରିଯାଇଛି । ଏନେଇ ହାଇଦ୍ରାବାଦ ବିମାନବନ୍ଦର ତରଫରୁ ସୂଚନା ଦିଆଯାଇଛି । ଲୁପ୍ତହଂସ ବିମାନ LH752 ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ବିମାନକୁ ଅବତରଣ ପାଇଁ ଅନୁମତି ମିଳିନଥିଲା । ଭାରତୀୟ ଆକାଶ ବାହାରେ ଥିବା ଏହି ବିମାନକୁ ବାଧ୍ୟ ହୋଇ ଜର୍ମାନୀର ଫ୍ରାଙ୍କଫ୍ରୁଟ ଫେରିବାକୁ ପଡ଼ିଛି । ଜର୍ମାନୀର ଫ୍ରାଙ୍କଫ୍ରୁଟ ବିମାନ ବନ୍ଦରରରୁ ରବିବାର ରାତି ୨ଟା ୧୪ରେ ଜର୍ମାନୀର ବ୍ୟସ୍ତବହୁଳ ଲୁଫସ୍ଥାନା ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଆଜି ସକାଳୁ ହାଇଦ୍ରାବାଦ ବିମାନବନ୍ଦରରେ ଅବତରଣ କରିବାର ଥିଲା ଏହି ବିମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking