30.1 C
Bhubaneswar
Monday, February 16, 2026
Homeଦେଶ ବିଦେଶଲକ୍ଷ୍ନୌ ସିଭିଲ୍ କୋର୍ଟକୁ ବୋମା ଧମକ

ଲକ୍ଷ୍ନୌ ସିଭିଲ୍ କୋର୍ଟକୁ ବୋମା ଧମକ

ନୂଆଦିଲ୍ଲୀ: ସୋମବାର ଦିନ ଉତ୍ତରପ୍ରଦେଶର ଲକ୍ଷ୍‌ନୌର ସିଭିଲ କୋର୍ଟରେ ବୋମା ଧମକ ମିଳିବା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରିପୋର୍ଟ ଅନୁଯାୟୀ, କୋର୍ଟକୁ ଦୁଇଟି ପୃଥକ ଇମେଲରେ ଧମକ ମିଳିଥିଲା । ପ୍ରଥମ ଇମେଲରେ ସକାଳ ୧୧.୧୫ରେ ବିସ୍ଫୋରଣ ହେବା ନେଇ ଚେତାବନୀ ଦିଆଯାଇଥିଲା । ଆଉଗୋଟିଏ ୧୨.୧୫ରେ ହେବ ବୋଲି କୁହାଯାଇତିଲା । ପୋଲିସ କୋର୍ଟ ପରିସର ଭିତରେ ତଲାସୀ ନେଉଛି । ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ଦଳ ମଧ୍ୟ ନିୟୋଜିତ କରାଯାଇଛି ।

ଭାରତକୁ ଖଲିସ୍ତାନ କରିବା ପାଇଁ ସ୍କୁଲକୁ ବୋମା ଧମକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking